0^ଗୀତସଂହିତାପ୍ରଥମ ଖଣ୍ଡସଫଳତାର ପଥସଦାପ୍ରଭୁଙ୍କ ମନୋନୀତ ରାଜାପ୍ରଭାତକାଳୀନ ପ୍ରାର୍ଥନାଦାଉଦଙ୍କର ଆପଣା ପୁତ୍ର ଅବଶାଲୋମ ନିକଟରୁ ପଳାୟନକାଳୀନ ଗୀତ।ସାହାଯ୍ୟାର୍ଥେ ସନ୍ଧ୍ୟାକାଳୀନ ପ୍ରାର୍ଥନାତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ନିରାପତ୍ତା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ।ସଙ୍କଟ ସମୟରେ ସହାୟତା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ, ତାରଯୁକ୍ତ ଯନ୍ତ୍ରରେ ଶିମିନୀତ୍ ସ୍ୱରରେ ଦାଉଦଙ୍କର ଗୀତ।ନ୍ୟାୟ ପାଇଁ ପ୍ରାର୍ଥନାଦାଉଦଙ୍କର ଶିଗାୟୋନ, ଏହି ଗୀତ ସେ ବିନ୍ୟାମୀନୀୟ କୂଶର କଥା ବିଷୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିଥିଲେ।ସଦାପ୍ରଭୁଙ୍କ ମହିମା, ମନୁଷ୍ୟର ମର୍ଯ୍ୟାଦାପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଦାଉଦଙ୍କର ଗୀତ।ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବିପ୍ରଧାନ ବାଦ୍ୟକର ନିମନ୍ତେ, ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ।ନ୍ୟାୟ ପାଇଁ ପ୍ରାର୍ଥନାସଦାପ୍ରଭୁଙ୍କଠାରେ ନିର୍ଭରପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ସହାୟତା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।ସହାୟତା ପାଇଁ ନିବେଦନପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ମଣିଷର ଦୁଷ୍ଟତାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ସଦାପ୍ରଭୁଙ୍କ ଆବଶ୍ୟକତାଦାଉଦଙ୍କର ଗୀତ।ନିର୍ଭରଶୀଳ ପ୍ରାର୍ଥନାଦାଉଦଙ୍କର ମିକ୍ତାମ୍ (ଗୀତରତ୍ନ।)ଜଣେ ନିରୀହ ଲୋକର ପ୍ରାର୍ଥନାଦାଉଦଙ୍କର ପ୍ରାର୍ଥନା।ଦାଉଦଙ୍କ ବିଜୟ ସଂଗୀତପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ। ସଦାପ୍ରଭୁ ଶତ୍ରୁମାନଙ୍କ ହସ୍ତରୁ ଓ ଶାଉଲଙ୍କ ହସ୍ତରୁ ତାଙ୍କୁ ଉଦ୍ଧାର କରିବା ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କରିଥିଲେ; ସେ କହିଲେ,ସୃଷ୍ଟିରେ ସଦାପ୍ରଭୁଙ୍କ ମହିମାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ସଦାପ୍ରଭୁଙ୍କ ବ୍ୟବସ୍ଥାବିଜୟ ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ଜୟ ଗାନପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ବେଦନାର କ୍ରନ୍ଦନ ଓ ପ୍ରଶଂସାର ସଂଗୀତପ୍ରଧାନ ବାଦ୍ୟକର ନିମନ୍ତେ ଆୟେଲତ୍-ହସଶହର (ଅଋଣର ମୃଗୀ) ସ୍ୱରରେ ଦାଉଦଙ୍କର ଗୀତ।ସଦାପ୍ରଭୁ ମୋର ପ୍ରତିପାଳକଦାଉଦଙ୍କର ଗୀତ।ମହାନ ରାଜାଦାଉଦଙ୍କର ଗୀତ।ଚାଳନା ଓ ସୁରକ୍ଷା ପାଇଁ ପ୍ରାର୍ଥନାଦାଉଦଙ୍କର ଗୀତ।ଉତ୍ତମ ବ୍ୟକ୍ତିର ପ୍ରାର୍ଥନାଦାଉଦଙ୍କର ଗୀତ।ସ୍ତୁତି ବନ୍ଦନାଦାଉଦଙ୍କର ଗୀତ।ସହାୟତା ପାଇଁ ପ୍ରାର୍ଥନାଦାଉଦଙ୍କର ଗୀତ।ସଦାପ୍ରଭୁଙ୍କ ରବର ପରାକ୍ରମଦାଉଦଙ୍କର ଗୀତ।ଧନ୍ୟବାଦ ପ୍ରାର୍ଥନାଗୀତ; ଗୃହ-ପ୍ରତିଷ୍ଠାକାଳୀନ ଗୀତ; ଦାଉଦଙ୍କର ଗୀତ।ସଦାପ୍ରଭୁଙ୍କଠାରେ ନିର୍ଭରଶୀଳତାର ନିବେଦନପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ପାପ ସ୍ୱୀକାର ଓ କ୍ଷମାଦାଉଦଙ୍କ ଗୀତ।ପ୍ରଶଂସା ଗୀତମଙ୍ଗଳମୟ ସଦାପ୍ରଭୁଙ୍କ ପ୍ରଶଂସାଦାଉଦଙ୍କ ଗୀତ; ଯେତେବେଳେ ସେ ଅବୀମେଲକ୍ ସାକ୍ଷାତରେ ଆପଣା ମତି ବଦଳାଇବାରୁ ତାହା ଦ୍ୱାରା ତାଡ଼ିତ ହୋଇ ପ୍ରସ୍ଥାନ କରିଥିଲେ, ସେହି ସମୟର ଗୀତ।ସହାୟତା ପାଇଁ ପ୍ରାର୍ଥନାଦାଉଦଙ୍କର ଗୀତ।ମନୁଷ୍ୟର ଦୁଷ୍ଟତାପ୍ରଧାନ ବାଦ୍ୟକର ନିମନ୍ତେ ସଦାପ୍ରଭୁଙ୍କ ଦାସ ଦାଉଦଙ୍କର ଗୀତ।ପରମେଶ୍ୱର ମଙ୍ଗଳମୟଦୁଷ୍ଟର ଦୁର୍ଦ୍ଦଶା ଓ ସନ୍ଥର ସୁଦଶାଦାଉଦଙ୍କର ଗୀତ।ଦୁଃଖୀର ପ୍ରାର୍ଥନାଦାଉଦଙ୍କର ଗୀତ, ସ୍ମରଣୋପାୟ।ଅନ୍ତିମକାଳର ପରିଚୟ ଦିଅପ୍ରଧାନ ବାଦ୍ୟକର ନିମନ୍ତେ, ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।ସ୍ତୁତିଗାନପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ପୀଡ଼ିତର ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ଦ୍ୱିତୀୟ ଖଣ୍ଡନିର୍ବାସିତର ପ୍ରାର୍ଥନା (୧)ପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ମସ୍କୀଲ୍ (ପ୍ରବୋଧନ)।ନିର୍ବାସିତର ପ୍ରାର୍ଥନା (2)ସୁରକ୍ଷା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍।ରାଜାଙ୍କ ବିବାହ ଉଦ୍ଦେଶ୍ୟରେ ରଚିତ ଗୀତପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ। ମସ୍କୀଲ୍। ପ୍ରେମ ଗୀତ।ସହବର୍ତ୍ତୀ ପରମେଶ୍ୱରପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ; ଅଲ୍ମୋତ୍ ସ୍ୱରର ଗୀତ।ସର୍ବୋପରିସ୍ଥ ଅଧିପତିପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।ସଦାପ୍ରଭୁଙ୍କ ନଗରୀ ସିୟୋନଗୀତ: କୋରହ-ସନ୍ତାନମାନଙ୍କର ଗୀତ।ଧନ ଉପରେ ଆସ୍ଥା ମୂର୍ଖତାପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।ସତ୍ୟ ଉପାସନାଆସଫର ଗୀତ।କ୍ଷମା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବତ୍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।ପରମେଶ୍ୱରଙ୍କ ବିଚାର ଓ ଅନୁଗ୍ରହପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍; ଦାଉଦ ଅହୀମେଲକ୍ର ଗୃହକୁ ଆସିଅଛନ୍ତି ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ।ମନୁଷ୍ୟର ଦୁଷ୍ଟତାପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ସ୍ୱରରେ ଦାଉଦଙ୍କର ମସ୍କୀଲ୍।ଶତ୍ରୁ କବଳରୁ ରକ୍ଷା ପାଇବା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। “ଦାଉଦ କʼଣ ଆମ୍ଭମାନଙ୍କ ମଧ୍ୟରେ ଲୁଚିକରି ନାହିଁ?” ସୀଫୀୟମାନେ ଶାଉଲଙ୍କୁ ଏହି କଥା କହିବା ସମୟରେ ରଚିତ।ବନ୍ଧୁ ଦ୍ୱାରା ପ୍ରତାରିତ ଲୋକର ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍।ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳତାର ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ପଲେଷ୍ଟୀୟମାନେ ତାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ।ସାହାଯ୍ୟ ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଗୁମ୍ଫାରେ ଶାଉଲଙ୍କ ସମ୍ମୁଖରୁ ପଳାଇବା ବେଳେ ରଚିତ।ଦୁଷ୍ଟମାନଙ୍କ ଶାସ୍ତି ନିମନ୍ତେ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ; ମିକ୍ତାମ୍।ନିରାପତ୍ତା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କର ଗୀତ। ମିକ୍ତାମ୍; ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।ରକ୍ଷା ନିମନ୍ତେ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଶୂଷନ୍-ଏଦୁତ୍ ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍; ଅରାମନହରୟିମ୍ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ ବାର ହଜାର ଲୋକଙ୍କୁ ବଧ କରିବା ସମୟରେ ରଚିତ।ସୁରକ୍ଷା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ଗୀତ।ପରମେଶ୍ୱରଙ୍କ ସୁରକ୍ଷାରେ ଦୃଢ଼ ବିଶ୍ୱାସପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ର ରୀତି ଅନୁସାରେ ଦାଉଦଙ୍କର ଗୀତ।ପରମେଶ୍ୱରଙ୍କ ସାନ୍ନିଧ୍ୟ ପାଇଁ ବ୍ୟାକୁଳତାଦାଉଦଙ୍କର ଗୀତ, ସେ ଯିହୁଦା-ପ୍ରାନ୍ତରରେ ଥିବା ବେଳେ ରଚିତ।ସୁରକ୍ଷା ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ପ୍ରଶଂସା ଓ ଧନ୍ୟବାଦପ୍ରଧାନ ବାଦ୍ୟକର ନିମନ୍ତେ ଗୀତ, ଦାଉଦଙ୍କର ଗୀତ।ପ୍ରଶଂସା ଓ ଧନ୍ୟବାଦର ଗୀତପ୍ରଧାନ ବାଦ୍ୟକର ନିମନ୍ତେ ଗାନାର୍ଥକ ଗୀତ।ଧନ୍ୟବାଦର ଗୀତପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଗାନାର୍ଥକ ଗୀତ।ଜାତୀୟ ବିଜୟ ସଙ୍ଗୀତପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗାନାର୍ଥକ ଗୀତ।ସାହାଯ୍ୟ ପାଇଁ ଆତୁର ନିବେଦନପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍ ସ୍ୱରରେ ଦାଉଦଙ୍କର ଗୀତ।ସାହାଯ୍ୟ ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ; ସ୍ମରଣୋପାୟ।ଜଣେ ବୃଦ୍ଧର ପ୍ରାର୍ଥନାରାଜାଙ୍କ ପାଇଁ ପ୍ରାର୍ଥନାଶଲୋମନଙ୍କର ଗୀତ।ତୃତୀୟ ଖଣ୍ଡ (୭୩:୧-୮୯:୫୨)ପରମେଶ୍ୱରଙ୍କ ନ୍ୟାୟବିଚାରଆସଫର ଗୀତ।ଜାତିର ମୁକ୍ତି ପାଇଁ ପ୍ରାର୍ଥନାଆସଫର ମସ୍କୀଲ୍।ପରମେଶ୍ୱର ବିଚାରକର୍ତ୍ତାପ୍ରଧାନ ବାଦ୍ୟକର ନିମନ୍ତେ ଏକ ଗୀତ; ଅଲ୍-ତଶ୍ହେତ୍ ସ୍ୱରରେ ଆସଫର ଗୀତ।ବିଜୟୀ ପରମେଶ୍ୱରପ୍ରଧାନ ବାଦ୍ୟକର ନିମନ୍ତେ ଗୀତ; ତାରଯୁକ୍ତ ବାଦ୍ୟଯନ୍ତ୍ରରେ ଆସଫର ଗୀତ।ଦୁର୍ଦ୍ଦଶା ସମୟରେ ଆଶ୍ୱାସନାପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ର ରୀତି ଅନୁସାରେ ଆସଫର ଗୀତ।ପରମେଶ୍ୱର ଓ ତାହାଙ୍କ ଲୋକମାନେଆସଫର ମସ୍କୀଲ୍।ଜାତିର ମୁକ୍ତି ପାଇଁ ପ୍ରାର୍ଥନାଆସଫର ଗୀତ।ଜାତିର ପୁନଃରୁଦ୍ଧାର ପାଇଁ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ ଶୋଶନ୍ନୀମ୍-ଏଦୂତ୍ ସ୍ୱରରେ ଆସଫର ଗୀତ।ଉତ୍ସବ ସଙ୍ଗୀତପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ।ପରମେଶ୍ୱର ସର୍ବୋପରିସ୍ଥ ରାଜାଆସଫର ଗୀତ।ଇସ୍ରାଏଲର ଶତ୍ରୁମାନଙ୍କର ପରାଜୟ ପାଇଁ ପ୍ରାର୍ଥନାଗୀତ, ଆସଫର ଗୀତ।ସଦାପ୍ରଭୁଙ୍କ ଗୃହ ପ୍ରତି ଆଗ୍ରହପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ-ସନ୍ତାନଗଣର ଗୀତ।ଜାତିର ମଙ୍ଗଳାର୍ଥେ ପ୍ରାର୍ଥନାପ୍ରଧାନ ବାଦ୍ୟକର ନିମନ୍ତେ କୋରହ-ସନ୍ତାନଗଣର ଗୀତ।ସହାୟତା ପାଇଁ ପ୍ରାର୍ଥନାଦାଉଦଙ୍କର ପ୍ରାର୍ଥନା।ଯିରୂଶାଲମର ପ୍ରଶଂସାଗୀତ; କୋରହ-ସନ୍ତାନଗଣର ଗୀତ।ସହାୟତା ପାଇଁ ବିନତିଗୀତ; କୋରହ-ସନ୍ତାନଗଣର ଗୀତ। ପ୍ରଧାନ ବାଦ୍ୟକର ନିମନ୍ତେ ମହଲତ୍ ଲୀୟନ୍ନୋତ୍ ସ୍ୱରରେ ଇଷ୍ରାହୀୟ ହେମନର ମସ୍କୀଲ୍।ଜାତିର ଦୁର୍ଦ୍ଦଶାକାଳୀନ ଗୀତଇଷ୍ରାହୀୟ ଏଥନ୍ର ମସ୍କୀଲ୍।ଦାଉଦଙ୍କୁ ଈଶ୍ୱରଙ୍କ ପ୍ରତିଜ୍ଞାରାଜାଙ୍କ ପରାଜୟରେ ଶୋକଚତୁର୍ଥ ଖଣ୍ଡ (୯୦:୧-୧୦୬:୪୮)ପରମେଶ୍ୱର ଓ ମନୁଷ୍ୟପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।ସଦାପ୍ରଭୁ ଆମର ରକ୍ଷାକର୍ତ୍ତାଧନ୍ୟବାଦ ସ୍ତୁତିଗୀତ: ବିଶ୍ରାମବାର ନିମିତ୍ତକ ଗୀତ।ସଦାପ୍ରଭୁ ହିଁ ରାଜାସଦାପ୍ରଭୁ ସମଗ୍ର ମାନବଜାତିର ବିଚାରକର୍ତ୍ତାସ୍ତୁତିଗାନସଦାପ୍ରଭୁ ରାଜାଧିରାଜସଦାପ୍ରଭୁ ହିଁ ସର୍ବୋପରିସ୍ଥ ଶାସନକର୍ତ୍ତାସଦାପ୍ରଭୁ ହିଁ ଜଗତର ଶାସନକର୍ତ୍ତାଗୀତ।ସଦାପ୍ରଭୁ ହିଁ ରାଜାଧିରାଜସ୍ତୁତିଗାନଧନ୍ୟବାଦାର୍ଥକ ଗୀତ।ରାଜାଙ୍କ ପ୍ରତିଜ୍ଞାଦାଉଦଙ୍କର ଗୀତ।ଜଣେ ଦୁଃଖରେ ବ୍ୟଥିତ ବ୍ୟକ୍ତିର ପ୍ରାର୍ଥନାଅବସନ୍ନ କାଳେ ସଦାପ୍ରଭୁଙ୍କ ଛାମୁରେ ଆପଣା ଖେଦର କଥା ଭାଙ୍ଗି ଜଣାଇବା ବେଳେ ଦୁଃଖୀ ଲୋକର ପ୍ରାର୍ଥନା।ସଦାପ୍ରଭୁଙ୍କ ପ୍ରେମଦାଉଦଙ୍କର ଗୀତ।ସ୍ରଷ୍ଟାଙ୍କ ଉଦ୍ଦେଶ୍ୟରେ ସ୍ତୁତିସଦାପ୍ରଭୁ ଓ ତାହାଙ୍କ ମନୋନୀତ ଜାତିମଙ୍ଗଳମୟ ପରମେଶ୍ୱରପଞ୍ଚମ ଖଣ୍ଡ (୧୦୭:୧-୧୫୦:୬)ମଙ୍ଗଳମୟ ସଦାପ୍ରଭୁଙ୍କର ସ୍ତୁତିଶତ୍ରୁ କବଳରୁ ରକ୍ଷା ନିମିତ୍ତ ପ୍ରାର୍ଥନାଦାଉଦଙ୍କର ଗାନାର୍ଥକ ଗୀତ।ଦୁର୍ଦ୍ଦଶାଗ୍ରସ୍ତ ଲୋକର ଅଭିଯୋଗପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ପରମେଶ୍ୱର ଓ ତାହାଙ୍କ ମନୋନୀତ ରାଜାଦାଉଦଙ୍କର ଗୀତ।ପରମେଶ୍ୱରଙ୍କ ସ୍ତୁତିସଜ୍ଜନର ଆନନ୍ଦମଙ୍ଗଳମୟ ପରମେଶ୍ୱରଙ୍କ ସ୍ତୁତିନିସ୍ତାର ପର୍ବ ସଙ୍ଗୀତଏକମାତ୍ର ସତ୍ୟ ପରମେଶ୍ୱରମୃତ୍ୟୁୁରୁ ରକ୍ଷା ପାଇଥିବା ବ୍ୟକ୍ତିର ସଦାପ୍ରଭୁଙ୍କ ପ୍ରଶଂସାସଦାପ୍ରଭୁଙ୍କ ସ୍ତବଗାନବିଜୟ ପାଇଁ ଧନ୍ୟବାଦ ପ୍ରାର୍ଥନାପରମେଶ୍ୱରଙ୍କ ବ୍ୟବସ୍ଥାଆଲେଫ୍।ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନବୈତ୍।ପରମେଶ୍ୱରଙ୍କ ବ୍ୟବସ୍ଥା ସୁଖକରଗିମେଲ୍।ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ଦୃଢ ସଂକଳ୍ପଦାଲତ୍।ବୋଧଶକ୍ତି ପାଇଁ ପ୍ରାର୍ଥନାହେ।ପରମେଶ୍ୱରଙ୍କ ବ୍ୟବସ୍ଥା ଉପରେ ନିର୍ଭରବୌ।ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସସୟିନ୍।ପରମେଶ୍ୱରଙ୍କ ବ୍ୟବସ୍ଥାରେ ନିଷ୍ଠାପରତାହେତ୍।ପରମେଶ୍ୱରଙ୍କ ବ୍ୟବସ୍ଥାର ମୂଲ୍ୟଟେଟ୍।ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥାଇୟୂଦ୍।ନିସ୍ତାର ପାଇଁ ପ୍ରାର୍ଥନାକଫ୍।ପରମେଶ୍ୱରଙ୍କ ବ୍ୟବସ୍ଥାରେ ବିଶ୍ୱାସଲାମଦ୍।ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ଅନୁରାଗମେମ୍।ପରମେଶ୍ୱରଙ୍କ ବ୍ୟବସ୍ଥାର ଆଲୋକନୂନ୍।ପରମେଶ୍ୱରଙ୍କ ବ୍ୟବସ୍ଥାରେ ସୁରକ୍ଷାସାମକ୍।ପରମେଶ୍ୱରଙ୍କ ବ୍ୟବସ୍ଥା ପାଳନଅଇନ୍।ପରମେଶ୍ୱରଙ୍କ ବ୍ୟବସ୍ଥା ମାନିବାକୁ ସ୍ପୃହାପେ।ପରମେଶ୍ୱରଙ୍କ ନ୍ୟାୟୋଚିତ ବ୍ୟବସ୍ଥାସାଦେ।ଉଦ୍ଧାର ପାଇବା ପାଇଁ ପ୍ରାର୍ଥନାକଫ।ସହାୟତା ପାଇଁ ଅନୁନୟରେଶ୍।ପରମେଶ୍ୱରଙ୍କ ବ୍ୟବସ୍ଥା ପ୍ରତି ନିଷ୍ଠାଶିନ୍।ସହାୟତା ପାଇଁ ପ୍ରାର୍ଥନାତୌ।ସାହାଯ୍ୟ ପ୍ରାର୍ଥନାଆରୋହଣ ଗୀତ।ପରମେଶ୍ୱର ଆମ ରକ୍ଷକଆରୋହଣ ଗୀତ।ଯିରୂଶାଲମର ପ୍ରଶଂସାଆରୋହଣ ଗୀତ; ଦାଉଦଙ୍କ ରଚିତ।କୃପା ଭିକ୍ଷାର ପ୍ରାର୍ଥନାଆରୋହଣ ଗୀତ।ସଦାପ୍ରଭୁ ତାହାଙ୍କ ଲୋକମାନଙ୍କର ରକ୍ଷାକର୍ତ୍ତାଆରୋହଣ ଗୀତ; ଦାଉଦଙ୍କ ରଚିତ।ସଦାପ୍ରଭୁଙ୍କ ଲୋକମାନଙ୍କର ନିରାପତ୍ତାଆରୋହଣ ଗୀତ।ମୁକ୍ତିର ସଙ୍ଗୀତଆରୋହଣ ଗୀତ।ମଙ୍ଗଳମୟ ସଦାପ୍ରଭୁଙ୍କ ସ୍ତୁତିଆରୋହଣ ଗୀତ; ଶଲୋମନଙ୍କ ରଚିତ।ବାଧ୍ୟତାର ପୁରସ୍କାରଆରୋହଣ ଗୀତ।ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ପ୍ରାର୍ଥନାଆରୋହଣ ଗୀତ।ସହାୟତା ପାଇଁ ପ୍ରାର୍ଥନାଆରୋହଣ ଗୀତ।ନିର୍ଭରଶୀଳ ହେବା ପାଇଁ ପ୍ରାର୍ଥନାଆରୋହଣ ଗୀତ; ଦାଉଦଙ୍କ ରଚିତ।ମନ୍ଦିରର ପ୍ରଶଂସାଆରୋହଣ ଗୀତ।ଭ୍ରାତୃପ୍ରେମଆରୋହଣ ଗୀତ, ଦାଉଦଙ୍କ ରଚିତ।ସଦାପ୍ରଭୁଙ୍କ ସ୍ତୁତିଗାନଆରୋହଣ ଗୀତ।ସ୍ତୁତି ବନ୍ଦନାଧନ୍ୟବାଦ ସ୍ତୁତିନିର୍ବାସିତ ଇସ୍ରାଏଲୀୟମାନଙ୍କ ବିଳାପଧନ୍ୟବାଦ ସ୍ତୁତିଦାଉଦଙ୍କର ଗୀତ।ସର୍ବଜ୍ଞାତା ମଙ୍ଗଳମୟ ସଦାପ୍ରଭୁପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ଆଶ୍ରୟ ଭିକ୍ଷାପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।ସନ୍ଧ୍ୟା ପ୍ରାର୍ଥନାଦାଉଦଙ୍କର ଗୀତ।ସହାୟତା ପାଇଁ ପ୍ରାର୍ଥନାଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍; ପ୍ରାର୍ଥନା।ସହାୟତା ପାଇଁ ପ୍ରାର୍ଥନାଦାଉଦଙ୍କର ଗୀତ।ରାଜାଙ୍କ ବିଜୟୋଲ୍ଲାସ ସ୍ତୁତିଦାଉଦଙ୍କର ଗୀତ।ସ୍ତୁତିଗାନପ୍ରଶଂସାର ଗୀତ; ଦାଉଦଙ୍କ ରଚିତ।ତ୍ରାଣକର୍ତ୍ତା ପ୍ରଭୁଙ୍କ ସ୍ତୁତିଗାନସର୍ବଶକ୍ତିମାନ ପରମେଶ୍ୱରଙ୍କର ସ୍ତୁତିଗାନସଦାପ୍ରଭୁଙ୍କ ସ୍ତୁତି ପାଇଁ ବିଶ୍ୱକୁ ଆହ୍ୱାନସ୍ତୁତି ଭଜନପରମେଶ୍ୱରଙ୍କ ସ୍ତୁତିଗାନ