0^ମାର୍କବାପ୍ତିସମ୍ ଦେତା ଜହନାର୍ ପର୍ଚାର୍ଜିସୁର୍ ବାପ୍ତିସମ୍ ଆର୍ ପରିକ୍ୟାଜିସୁ ଚାରିଗଟ୍ ମାଚୁଆମଃନ୍କେ କୁଦ୍ଲାଜିସୁ ବୁତ୍ ଦଃର୍ଲା ଲକ୍କେ ଉଜ୍ କଃଲାଜିସୁ ଗାଦି ଲକ୍ମଃନ୍କେ ଉଜ୍ କଃଲାଜିସୁ ଗାଲିଲି ରାଜାୟ୍ ପର୍ଚାର୍ କଃଲାଜିସୁ ଗଟେକ୍ ବଃଡ୍ ରଗ୍ୟାକେ ନିକ କଃଲାଜିସୁ ଏକ୍ଅଃଙ୍ଗି ରଗିକ୍ ଉଜ୍ କଃଲାଜିସୁ ଲେବିକେ କୁଦ୍ଲାଉହାସ୍ କଃର୍ତା କଃତାବିସାଉଁଣି ବାରାର୍ କଃତାଜିସୁ ଆତ୍ ସୁକିରିଲା ମାନାୟ୍କେ ନିକ କଃଲାସଃମ୍ନ୍ଦ୍ କଃଣ୍ଡାୟ୍ ଲକ୍ମଃନ୍ ରୁଣ୍ଡ୍ଲାୟ୍ଜିସୁ ବାରଗଟ୍ ଚେଲାମଃନ୍କେ ବାଚ୍ଲାଜିସୁ ଆର୍ ବାଲ୍ଜିବୁଲ୍ଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍ବିଆନ୍ ବୁଣ୍ତା ଲକାର୍ କଃତାଇ କଃତାର୍ ବାବ୍ଜିସୁ ବିଆନ୍ ବୁଣ୍ତା କଃତାର୍ ବାବ୍ ବୁଜାୟ୍ଦିଲାମାଣ୍ ତଃଳେ ବଃତିଆକର୍ତା ବିଆନ୍ କଃତାସଃର୍ସୁ ମୁଞ୍ଜିର୍ କଃତାଜିସୁ ବାଉହାଣିକେ ତିର୍ କଃଲାଜିସୁ ବାହିନି ବୁତ୍ ଦଃର୍ଲା ଲକ୍କେ ନିକକଃଲାଜାଇରସାର୍ ଜିସି ଆର୍ ଜିସୁର୍ ବଃସ୍ତର୍ ଚୁୟ୍ଲା ମାୟ୍ଜିଜିସୁ ଗଟେକ୍ ଗଃଗାଳ୍ ଜାତା ମାୟ୍ଜିକେ ଉଜ୍ କଃଲାଜିସୁ ଜାଇରସାର୍ ଜିସିକେ ବାଚାୟ୍ଲାଜିସୁ ଅଃହ୍ଣାର୍ ଗାଉଁ ନାଜରିତେ ମାନ୍ତି ନଃହାୟ୍ଲାଜିସୁ ବାରଗଟ୍ ଚେଲାକେ ହଃଟାୟ୍ଲା ।ବାପ୍ତିସମ୍ ଦେତା ଜହନାର୍ ମଃର୍ନ୍ଜିସୁ ହାଁଚ୍ ଅଃଜାର୍ ଲକ୍କେ କାଦି ଜାଗାୟ୍ଲାଜିସୁ ହାଣି ଉହ୍ରେ ଇଣ୍ଡ୍ଲାଜିସୁ ଗିନେସଃରତେ ରଗିମଃନ୍କେ ଉଜ୍ କଃଲାପାରୁସିମଃନାର୍ ରିତିବିତିମାନାୟ୍କେ କାୟ୍ରି ବିଟାଳ୍ କଃରେଦ୍ଗଟେକ୍ ମାୟ୍ଜି ଟକିର୍ ବିସ୍ୱାସ୍ଜିସୁ ଗଟେକ୍ ଗୁଲା ଆର୍ ବଃୟ୍ରାକେ ଉଜ୍ କଃଲାଜିସୁ ଚାରି ଅଃଜାର୍ ଲକ୍କେ କାଳାୟ୍ଲାପାରୁସିମଃନ୍ ଜିସୁକେ କାବା ଅଃଉତା କାମ୍ କଃରୁକେ କଃଲାୟ୍ହେରଦ୍ ଆର୍ ପାରୁସି ମଃନାର୍ କମିର୍ଜିସୁ ଗଟ୍ କାଣାକେ ଆକି ଦଃକାୟ୍ଲାଜିସୁର୍ କଃତା ପିତର୍ ହୁଟାୟ୍କଃରି କୟ୍ଲାଜିସୁ ଅଃହ୍ଣାର୍ ଦୁକ୍ବଗ୍ ଅଃଦିକାରି ଆର୍ ମଃର୍ତା କଃତା କୟ୍ଲାଜିସୁର୍ ରୁହ୍ ବାଦୁଲ୍ଲିଜିସୁ ଗଟେକ୍ ବୁତ୍ ଡଃସିରିଲା ହିଲାକ୍ ନିକ କଃଲାଜିସୁ ଆରେକ୍ ତାର୍ ମଃର୍ନ୍ କଃତା କୟ୍ଲାକେ ସଃବ୍କେ ବଃଡ୍ ?ଜେ ଅଃମାର୍ ବିରଦେ ନାୟ୍, ସେ ଅଃମାର୍ ଲକ୍ହାହ୍ କଃଲେକ୍ ଡଃଣ୍ଡ୍ ମିଳେଦ୍ଜିସୁ ଚାଡ୍ ହଃତାର୍ କଃତା ସିକ୍ୟା ଦିଲାଜିସୁ ସାନ୍ ହିଲାମଃନ୍କେ ଲାଡ୍କଃଲାମାଜନ୍ ଦଃଙ୍ଗ୍ଳାଜିସୁ ଇ ସଃଙ୍ଗ୍ ତିନ୍ତର୍ ତାର୍ ମଃର୍ତା କଃତା କୟ୍ଲାଜାକୁବକ୍ ଆର୍ ଜହନାର୍ ଗଉଆରିଜିସୁ ବାର୍ଟିମୟ କାଣାକେ ଉଜ୍ କଃଲାଜିରୁସାଲମେ ଜିସୁ ରଃଜା ଜାତାର୍ଜିସୁ ଡୁମ୍ବୁର୍ ଗଃଚ୍କେ ସାୟ୍ପ୍ ଦିଲାଜିସୁ ଜିରୁସାଲମେ ହୁଣି ବେପାରିମଃନ୍କେ ବାର୍କଃଲାଡୁମ୍ବୁର୍ ଗଃଚାର୍ ସିକ୍ୟାଜିସୁର୍ ଅଃଦିକାର୍ କଃତାଅଙ୍ଗୁର୍ ବାଳ୍ ଆର୍ ବାଗ୍ ତାସିର୍ କଃତାସିସ୍ଟୁ ଦେତା ସିକ୍ୟାମଃରି ଉଟ୍ତା କଃତାକୁୟ୍ ବଲ୍ ସଃବ୍କେ ବଃଡ୍କ୍ରିସ୍ଟ ଦାଉଦାର୍ ହୟ୍ସିଜିସୁ ଦଃର୍ମ୍ ଗୁରୁମଃନ୍କେ ଜଃଗ୍ରାତ୍ କଃଲାରାଣ୍ଡି ମାୟ୍ଜିର୍ ଦାନ୍ଦେତାର୍ଜିସୁ ଜିରୁସାଲମ୍ ମନ୍ଦିର୍ ବଃସମ୍ ଅଃଉତା କଃତା କୟ୍ଲାଜିସୁ ଜୁଗ୍ ସେସ୍ ଅଃଉତା କଃତା କୟ୍ଲା ।ବଃଡ୍ ଦଃଣ୍ଡାର୍ ବେଳାନଃରାର୍ ହୟ୍ସି ଆରେକ୍ ଗଟ୍ତର୍ ଆସେଦ୍ଡୁମ୍ବୁର୍ ଗଃଚ୍ ତଃୟ୍ହୁଣି ସିକଃତାର୍ତାର୍ ଆସ୍ତା ଦିନ୍ ଆର୍ ବେଳା କେ ହେଁ ନଃଜାଣ୍ତିଜିସୁକେ ମଃର୍ନେ ମାରୁକ୍ ଜିଉଦି ନେତାମଃନ୍ କୁଟ୍ କଃଲାୟ୍ଗଟ୍ ମାୟ୍ଜି ଜିସୁର୍ ମୁଣ୍ଡେ ଚିକଣ୍ ଡାଳ୍ଲିଜିସୁକେ ଜିଉଦା ବିସ୍ୱାସେ ବିସ୍ ଦିଲାଜିସୁ ଆର୍ ଚେଲାମଃନ୍ ନିସ୍ତାର୍ ହଃର୍ବାର୍ ବଜି କାୟ୍ଲାୟ୍ମାପ୍ରୁର୍ ବଜିଜିସୁ ପିତର୍କେ କୟ୍ଲା, “ତୁୟ୍ ମକ୍ ତିନିତର୍ ନଃଜାଣି ବଃଲି କଃଉସି”ଗେତ୍ସିମନି ବାଳେ ଜିସୁର୍ ପାର୍ତ୍ନାଜିସୁକେ ବାନ୍ଦି ନିଲାୟ୍ଜିସୁକେ ବିଚାର୍ କଃରୁକେ ବେରାଣ୍ ବଃସ୍ଲାୟ୍ପିତର୍ ଜିସୁକେ ନଃଜାଣି ବଃଲି କୟ୍ଲାପିଲାତ ଜିସୁର୍ ପର୍ଚାର୍ କଃଲାପିଲାତ ଜିସୁକେ ମଃର୍ନ୍ଡଃଣ୍ଡ୍ ଦିଲାସଃଇନ୍ମଃନ୍ ଜିସୁକେ କିଜ୍ୟାୟ୍ଲାୟ୍ଜିସୁକେ କ୍ରୁସ୍ କାଟେ ଚଃଗାୟ୍ ମାର୍ଲାୟ୍ଜିସୁର୍ ମଃର୍ନ୍ଜିସୁର୍ ମଃସୁଣ୍ଜିସୁ ମଃରି ଆରେକ୍ ଉଟ୍ଲାଜିସୁ ମଗ୍ଦଲିନି ମରିୟମ୍କ୍ ଦଃକାୟ୍ ଅୟ୍ଲାଜିସୁ ଜଳେକ୍ ଚେଲାକେ ଦଃକାୟ୍ ଅୟ୍ଲାଜିସୁ ଏଗାର୍ଗଟ୍ ଚେଲାମଃନ୍କେ ଦଃକାୟ୍ ଅୟ୍ଲାଜିସୁ ସଃର୍ଗେ ଗଃଲା