0^ଲୁକଜାଣ୍ତା କଃତାବାପ୍ତିସମ୍ ଦେତା ଜହନ୍ ଜଃଲମ୍ ଅଃଉତାର୍ ଦୁତ୍ ଜାଣାୟ୍ଲାଜିସୁର୍ ଜଃଲମ୍ ଅଃଉତାର୍ ଦୁତ୍ ଜାଣାୟ୍ଲାମରିୟମ୍ ଏଲିସାବେତ୍ ଗଃରେ ଗଃଲିମରିୟମ୍ ଇସ୍ୱରାର୍ ଉହ୍କାର୍ ଲାଗି ତାର୍ ଗୁଣ୍ ଗିତ୍ କୟ୍ଲିବାପ୍ତିସମ୍ ଦେତା ଜହନାର୍ ଜଃଲମ୍ଜିକରିଅର୍ ବାବ୍ବାଣିଜିସୁର୍ ଜଃଲମ୍ମେଣ୍ଡା ଗଃଉଳିଆମଃନ୍ ଜିସୁର୍ ଜଃଲମ୍ କବୁର୍ ସୁଣ୍ଲାୟ୍ଜିସୁକେ ମନ୍ଦିରେ ନିଲାୟ୍ଜିସୁକେ ମନ୍ଦିରେ ଟେକି ଦିଲାୟ୍ସିମିଅନ୍ ଆର୍ ହାନା ଜିସୁକେ ଦଃକ୍ଲାୟ୍ଜସେପ୍ ଆର୍ ମରିୟମ୍ ନାଜରିତ ବାଉଳ୍ଲାୟ୍ମନ୍ଦିର୍ ଗଃରେ ଜିସୁ ହିଲାବାପ୍ତିସମ୍ ଦେତା ଜହନାର୍ ପର୍ଚାର୍ଜିସୁ ବାପ୍ତିସମ୍ ନିଲାଜିସୁର୍ ଦାଦିବାବୁମଃନ୍ଜିସୁକେ ସୟ୍ତାନ୍ ପରିକ୍ୟା କଃଲିଜିସୁ ଗାଲିଲିୟେ ତାର୍ ସେବା କାମ୍ ଆରୁମ୍ କଃଲାଜିସୁକେ ନାଜରିତେ ମାନ୍ତି ନଃକେଲାୟ୍ଜିସୁ ବୁତ୍ ଦଃର୍ଲା ଲକ୍କେ ନିକ କଃଲାଜିସୁ ଗାଦି ଲକ୍ମଃନ୍କେ ଉଜ୍ କଃଲାଜିସୁ ପାର୍ତ୍ନା ଗଃରେମଃନ୍ ପର୍ଚାର୍ କଃଲାଜିସୁର୍ ହଃର୍ତୁମ୍ ଚେଲାମଃନ୍ଜିସୁ ଗଟ୍ ବଃଡ୍ ରଗ୍ୟାକେ ଉଜ୍ କଃଲାଜିସୁ ଗଟେକ୍ ଏକ୍ଅଃଙ୍ଗି ରଗିକ୍ ଉଜ୍ କଃଲାଜିସୁ ଲେବିକେ କୁଦ୍ଲାଉହାସ୍ କଃତାବିସାଉଁଣିବାର୍ କଃତାଜିସୁ ସୁକ୍ଲା ଆତାର୍ ମାନାୟ୍କେ ଉଜ୍ କଃଲାଜିସୁ ବାରଗଟ୍ ଚେଲାମଃନ୍କେ ବାଚ୍ଲାଜିସୁ ସିକ୍ୟା ଦିଲା ଆର୍ ଉଜ୍ କଃଲାଆସିର୍ବାଦ୍ ଆର୍ ଅଃଦିକାର୍ସଃତ୍ରୁକ୍ ଲାଡ୍ କଃରାବିନ୍ ଲକାର୍ ବିଚାର୍ କଃରା ନାୟ୍ଗଃଚ୍ ଆର୍ ତାର୍ ହଃଳ୍ଦୁୟ୍ ରଃକମାର୍ ଗଃର୍ ବାନ୍ଦୁମଃନ୍ଜିସୁ ହାଁଚ୍ କଳି ସଃଇନାର୍ ମୁଳିକାର୍ ଦଃଙ୍ଗ୍ଳାକେ ଉଜ୍ କଃଲାଜିସୁ ଗଟେକ୍ ରାଣ୍ଡିର୍ ମଃଲା ହୟ୍ସିକ୍ ବାଚାୟ୍ଲାବାପ୍ତିସମ୍ ଦେତା ଜହନ୍ ତାର୍ ଜଳେକ୍ ଚେଲାକେ ଜିସୁ ହାକ୍ ହଃଟାୟ୍ଲାପାରୁସି ସିମନ୍ ଗଃରେ ଜିସୁଜିସୁର୍ ହଃଚେ ହଃଚେ ଜାତା ମାୟ୍ଜିମଃନ୍ବିଆନ୍ ବୁଣୁର୍ କଃତାଇ କଃତାର୍ ବାବ୍ଜିସୁ ବିଆନ୍ ବୁଣୁର୍ କଃତାର୍ ବାବ୍ ବୁଜାୟ୍ଲାମାଣ୍ ତଃଳେ ବଃତିଅଳାଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍ଜିସୁ ବାଉହାଣି ତିର୍ କଃଲାଜିସୁ ଗଟେକ୍ ବୁତ୍ ଡଃସିରିଲା ଲକ୍କେ ଉଜ୍ କଃଲାଜାଇରସାର୍ ଜିସି ଆର୍ ଜିସୁର୍ ବଃସ୍ତର୍ ଚୁୟ୍ଲା ମାୟ୍ଜିଜିସୁ ବାର ଗଟ୍ ଚେଲାକେ ହଃଟାୟ୍ଲାହେରଦ୍ କାବା ଅୟ୍ଲାଜିସୁ ହାଁଚ୍ ଆଜାର୍ ଲକ୍କେ କାଳାୟ୍ଲାଜିସୁର୍ କଃତା ପିତର୍ ହୁଟାୟ୍ କଃରି କୟ୍ଲାଜିସୁ ଅଃହ୍ଣାର୍ ଦୁକ୍ ବୟ୍ଗ୍ ଆର୍ ମଃର୍ତା କଃତା ଜାଣାୟ୍ଲାଜିସୁର୍ ରୁହ୍ ବାଦୁଲ୍ଲିଜିସୁ ବୁତ୍ ଡଃସ୍ଲା ହିଲାକ୍ ଉଜ୍ କଃଲାଜିସୁ ନିଜାର୍ ମଃର୍ନ୍ କଃତା ଆରେକ୍ ଗଟ୍ତର୍ କୟ୍ଲାସଃବ୍କେ ବଃଡ୍ କେଜେ ତୁମାର୍ ବିରଦି ନାୟ୍ ସେ ତୁମାର୍ ଦଃଳାର୍ସମିରଣିୟ ଗାଉଁଏ ଜିସୁକେ ନଃଦେର୍ଲାୟ୍ଜିସୁର୍ ଚେଲା ଅଃଉଁକେ ମଃନ୍ କଃର୍ତା ଲକ୍ମଃନ୍ଜିସୁ ତିନି କଳି ଦଃସ୍ ଲକ୍କେ ହଃଟାୟ୍ଲାବିସ୍ୱାସ୍ ନଃକେର୍ତା ଗଃଳ୍ମଃନ୍ତିନିକଳି ଦଃସ୍ ଲକ୍ ବାଉଳି ଆୟ୍ଲାୟ୍ଜିସୁ ସଃର୍ଦା ଅୟ୍ଲାନିକ ସମିରଣିୟର୍ କଃତାଜିସୁ ମାର୍ତା ଆର୍ ମରିୟମାର୍ ଗଃରେ ଗଃଲାପାର୍ତ୍ନା କଃର୍ତାର୍ ଜିସୁର୍ ସିକ୍ୟାଜିସୁ ଆର୍ ବାଲ୍ଜିବୁଲ୍ବୁତ୍ ଲେଉଟି ଆସ୍ତାର୍ସଃତ୍ୟା ସୁକ୍ଜିସୁକେ କାବା ଅଃଉତା କାମ୍ କଃରୁକେ କୟ୍ଲାୟ୍ଗଃଗାଳାର୍ ଉଜାଳ୍ଜିସୁ ପାରୁସି ଆର୍ ଦଃର୍ମ୍ ଗୁରୁମଃନ୍କେ ଦସି କଃଲାହେଟ୍ କପଟ୍ୟାକେ ଜଃଗ୍ରାତ୍କାକେ ଡିରାସ୍କ୍ରିସ୍ଟକେ ମାନ୍ତି କଃର୍ତାର୍ ଆର୍ ଦୁର୍ କଃର୍ତାର୍ନିର୍ବୁଦିଆ ମାଜନ୍ ଲକାର୍ କଃତାଇସ୍ୱର୍ ତଃୟ୍ ବିସ୍ୱାସ୍ କଃରାସଃର୍ଗେ ଦଃନ୍ଜଃଗ୍ରାତ୍ ରେତା ଦଃଙ୍ଗ୍ଳାମଃନ୍ନିକ ଆର୍ ହଟ୍କାର୍ ଦଃଙ୍ଗ୍ଳାମଃନ୍ଜିସୁ କୟ୍ଲା ମୁଁୟ୍ ବେଗଳ୍ କଃରାୟ୍ନ୍ଦ୍ବେଳା ଜାଣ୍ତାର୍ବିରଦି ସଃଙ୍ଗ୍ ରାଜିରାମାହାହେ ହୁଣି ମଃନ୍ ବାଦ୍ଲାଉଆ ନୟ୍ଲେକ୍ ମଃରାସ୍ହଃଳ୍ ନଃହେଳ୍ତା ଡୁମ୍ବୁର୍ ଗଃଚାର୍ କଃତାଜିସୁ ଗଟେକ୍ କୁବ୍ଳି ମାୟ୍ଜିଟକିକ୍ ନିକ କଃଲାସଃର୍ସୁ ମୁଞ୍ଜି ଆର୍ କମିରାର୍ କଃତାକମିରାର୍ କଃତାସାକୁଳ୍ ଦୁଆର୍ଜିରୁସାଲକେ ଜିସୁର୍ ଲାଡ୍ଜିସୁ ଗଟେକ୍ ରଗିକ୍ ନିକ କଃଲାସାନ୍ ଅୟ୍ଲେକ୍ ବଃଡ୍ ଅଃଉଁକ୍ ଅୟ୍ଦ୍ଗଟେକ୍ ବଃଡ୍ ବଜିର୍ କଃତାକୁୟ୍ ଲକ୍ ଜିସୁର୍ ଚେଲା ଅଃଉଁ ହାରେଦ୍ଲଳାକ୍ ନୟ୍ଲା ନଣ୍ଆଜ୍ଲା ମେଣ୍ଡାଆଜ୍ଲା ରୁହା ଟଃକାଆଜ୍ଲା ହିଲାଚଃତୁର୍ ଗୁମୁସ୍ତାଜିସୁର୍ କଃତେକ୍ କଃତାମାଜନ୍ ଲକ୍ ଆର୍ ବିକାରି ଲାଜାର୍ହାହ୍ବିସ୍ୱାସ୍ଗଟ୍ ଦଃଙ୍ଗ୍ଳାର୍ କାମ୍ଦଃସ୍ଗଟ୍ ବଃଡ୍ ରଗିକ୍ ଜିସୁ ଉଜ୍ କଃଲାଇସ୍ୱରାର୍ ରାଜି ଆସୁଲିଗଟ୍ ବିଚାର୍କଃରୁ ଆର୍ ରାଣ୍ଡିର୍ କଃତାପାରୁସି ଆର୍ ରିବ୍ନିର୍ କଃତାଜିସୁ ସାନ୍ ହିଲାମଃନ୍କେ ଆସିର୍ବାଦ୍ କଃଲାଗଟ୍ ମାଜନ୍ ଲକ୍ଜିସୁ ଅଃହ୍ଣାର୍ ମଃର୍ନ୍ କଃତା ଆର୍ ସଃଙ୍ଗ୍ ତିନିତର୍ ଅୟ୍ଲି କୟ୍ଲାଜିସୁ ଗଟେକ୍ କାଣା ବିକାରିକେ ଆକି ଦଃକାୟ୍ଲାଜିସୁ ଆର୍ ଜକିୟସନା ଟଃକାର୍ କଃତାଜିସୁ ଗଃଦ ଉହ୍ରେ ବଃସି ଜିରୁସାଲମେ ଗଃଲାଜିସୁ ଜିରୁସାଲମ୍କେ ଦଃକି କାନ୍ଦ୍ଲାଜିସୁ ମନ୍ଦିରେ ଗଃଲାଜିସୁର୍ ଅଃଦିକାର୍ଅଙ୍ଗୁର୍ ବାଳାର୍ ବାଗ୍ ତାସିମଃନାର୍ କଃତାସିସ୍ଟୁ ଦେତା କଃତା ହଃଚାର୍ଲାୟ୍ଜିସୁକେ ମଃରିଉଟ୍ତା କଃତା ହଃଚାର୍ଲାୟ୍କ୍ରିସ୍ଟ ବଃଲେକ୍ କେଜିସୁ ଦଃର୍ମ୍ ସାସ୍ତର୍ଜାଣୁମଃନ୍କେ ଚେତାୟ୍ଲାଗଟ୍ ରାଣ୍ଡିର୍ ଦାନ୍ଜିରୁସାଲମ୍ ମନ୍ଦିର୍ ନାସ୍ ଅଃଉତାର୍ ଜିସୁ କୟ୍ଲାଦୁକ୍ ଆର୍ ଲିନ୍ଦାଜିରୁସାଲମ୍ ନଃସ୍ଟ୍ ଅଃଉତା କଃତାନଃରାର୍ ହୟ୍ସି ଆସ୍ତା ଦିନ୍ଡୁମ୍ବୁର୍ ଗଃଚାର୍ ସିକ୍ୟାଜଃଗ୍ରାତ୍ ରେତାର୍ ଲଳାଜିସୁର୍ ବିରଦେ କୁଟ୍କଃଲାୟ୍ଜିଉଦା ବିସ୍ୱାସେ ବିସ୍ ଦିଲାମୁକ୍ତି ହଃର୍ବାର୍ ଗିନେ ଜିସୁ ତିଆର୍ ଅୟ୍ଲାମାପ୍ରୁ ବଜିକେ ବଃଡ୍ ବଃଲି ଦଃରାଦଃରିପିତର୍ ଜିସୁକେ ନଃଜାଣି ବଃଲି କୟ୍ଲାବେସ୍ଣି, ମଣା ଆର୍ କଃଣ୍ଡାଜିତ୍ ଡଙ୍ଗ୍ରେ ଜିସୁ ପାର୍ତ୍ନା କଃରୁକେ ଗଃଲାସଃତ୍ରୁମଃନ୍ ଜିସୁକେ ବାନ୍ଦ୍ଲାୟ୍ପିତର୍ ଜିସୁକେ ନଃଜାଣି ବଃଲି କୟ୍ଲାଜିସୁକେ ଗେଙ୍ଗ୍ରାୟ୍କଃରି ମାର୍ଲାୟ୍ଜିସୁକେ ବେରାଣ୍ମୁଣ୍ଡାୟ୍ ଆଣ୍ଲାୟ୍ଜିସୁକେ ପିଲାତ ଲଃଗେ ଆଣ୍ଲାୟ୍ଜିସୁକେ ହେରଦ୍ ଲଃଗେ ଆଣ୍ଲାୟ୍ଜିସୁକେ ମଃର୍ନ୍ ଡଃଣ୍ଡ୍ ଦେଉଁକେ ଆଦେସ୍ ଦିଆଅୟ୍ଲିଜିସୁକେ କ୍ରୁସ୍ କାଟେ ମାର୍ଲାୟ୍ଜିସୁର୍ ମଃର୍ନ୍ଜିସୁର୍ ମଃସୁଣ୍ଜିସୁ ମଃର୍ନେହୁଣି ଉଟ୍ତାର୍ଜଳେକ୍ ଚେଲା ଇମାୟୁ ଗାଉଁଏ ଜାତିରିଲାୟ୍ଜିସୁ ତାର୍ ଚେଲାମଃନ୍କେ ଦଃକାୟ୍ ଅୟ୍ଲାଜିସୁର୍ ସଃର୍ଗେ ଜାତାର୍